ବଲିଉଡର ଜଣାଶୁଣା ସଙ୍ଗୀତକାର ଜାବେଦ ଅଖତରଙ୍କ ଜବରଦସ୍ତ ବୟାନ୍ । ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ମନେ ପକାଇଦେଲେ ୨୬/୧୧ ମୁମ୍ବାଇ ଆକ୍ରମଣ କଥା । ଦେଲେ ମୁହଁତୋଡ଼ ଜାବାବ। ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଏବେ ବି ପାକିସ୍ତାନରେ ଖୋଲାରେ ବୁଲୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ନିକଟରେ ଜାବେଦ ଅଖତର ଫୈଜ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ । ଏହାକୁ ଅଲ୍ହାମରା ଆର୍ଟସ କାଉନ୍ସିଲ୍ ଲାହୋର୍ରେ ଆୟୋଜିତ କରିଥିଲା। ତେବେ ଶେଷ ଦିନରେ ଜାବେଦ ଅଖତର ପାକିସ୍ତାନୀଙ୍କ ଗହଣରେ ରହି ପାକିସ୍ତାନକୁ ଦେଖାଇଛନ୍ତି ଆଇନା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ