ପୋଲିସ ଦ୍ବାରା ତିନି ଗୋରୁ ବୋଝେଇ ଟ୍ରକ ଜବତ ସହ ୬ଅଟକ । ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ହେଉଥିବାବେଳେ ମାଡିବସିଥିଲା ପୋଲିସ୍ । ରାଜଘାଟ ନାକା ପଏଣ୍ଟ ନିକଟରୁ ଜଳେଶ୍ୱର ପୋଲିସ ମାଡିବସିଥିଲା । ଫଳରେ ଗୋରୁ ଗାଡି ଜବତ କରିବା ସହିତ ଡ୍ରାଇଭର ସହିତ ୩ଗୋରୁ ବେପାରୀଙ୍କୁ ଅଟକ ରଖିଛି । ଅନ୍ୟ ୨ ଗୋରୁ ବୋଝେଇ ଟ୍ରକ ସନ୍ତୋଷ ପୁରା ଠାରେ ଥିବା ଅନଲୋଡ଼ କରୁଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକ ଦୁଇଟିକୁ ଜବତ କରିବା ସହିତ ୩ଜଣ ଗୋରୁ ବେପାରୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା