ଜମୁଛି ପଦମପୁର ଉପନିର୍ବାଚନ ପ୍ରଚାର । ମହିଳାଙ୍କୁ ସାଥୀରେ ନେଇ ପଦମପୁରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨ ନମ୍ବର ଜୋନରେ ଥିବା ୮ଟି ପଞ୍ଚାୟତରେ ସଭା କରି କ୍ୟାମ୍ପେନିଂ କରୁଛନ୍ତି ବର୍ଷା । ଖୁଜେନରେ ଆୟୋଜିତ ସଭାରେ ସମସ୍ତଙ୍କ ଆଶୀର୍ବାଦ ଲୋଡି ବର୍ଷା ଆଜି ପ୍ରଚାର ଆରମ୍ଭ କରିଛନ୍ତି । ବାପାଙ୍କୁ ଯେମିତି ଆପଣମାନେ ସମର୍ଥନ କରିଥିଲେ, ଠିକ ସେମିତି ମୋତେ ମଧ୍ୟ ଆପଣଙ୍କ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି କହୁଛନ୍ତି ବର୍ଷା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା