ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ । ଚେନ୍ନାଇରେ କଂଗ୍ରେସ କର୍ମୀଙ୍କ ବଡ଼ ଧରଣର ବିକ୍ଷୋଭ । ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିଛନ୍ତି । ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନବେଳେ କେତେକ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ସେପଟେ ଦେଶରେ ଶ୍ରମିକମାରଣ ନୀତି ବିରୋଧରେ ଆନ୍ଧ୍ରପ୍ରଦେଶରେ କରାଯାଇଛି ଶ୍ରମିକ ବିକ୍ଷୋଭ । ବିଶାଖାପାଟଣାରେ ବିଭିନ୍ନ ଶ୍ରମିକ ୟୁନିଅନର ଶ୍ରମିକମାନେ ବିକ୍ଷୋଭ କରିଛନ୍ତି । ଶହ ଶହ ଶ୍ରମିକ କେନ୍ଦ୍ରର ଶ୍ରମିକମାରଣ ନୀତିକୁ ବିରୋଧ କରି ରାଲି କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ