ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସୃଷ୍ଟି କରିବାରେ ଚୀନ୍କୁ ପଛରେ ପକାଇ ଦେଇଛି ଭାରତ । ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଭାରତ ୧୪ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଚୀନ୍ ୧୧ରେ ସୀମିତ ରହିଛି । ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ ହୋଇଯାଏ ତାହାକୁ ୟୁନିକର୍ଣ୍ଣ ଘୋଷଣା କରାଯାଉଛି । ହୁରୁନ ଗ୍ଲୋବାଲ ୟୁନିକର୍ଣ୍ଣ ସୂଚୀ ୨୦୨୨ ଅନୁଯାୟୀ, ଛଅ ମାସରେ ଆମେରିକାରେ ସର୍ବାଧିକ ୧୩୮ୟୁନିକର୍ଣ୍ଣ ସୃଷ୍ଟି ହୋଇଛନ୍ତି । ପିଡବ୍ଲୁସି ରିପୋର୍ଟ ଅନୁଯାୟୀ ଏହା ପୂର୍ବରୁ ୨୦୨୦-୨୧ର ତୃତୀୟ ତ୍ରୈମାସିକରେ ଭାରତ ୧୦ ୟୁନିକର୍ଣ୍ଣ ସୃଷ୍ଟି କରିଥିବା ବେଳେ ଚୀନ୍ ଓ ହଂକଂ ୭ଟି ଲେଖାଏଁ ୟୁନିକର୍ଣ୍ଣ ସୃଷ୍ଟି କରିଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ