IAS topper Tina Dabi

ଚର୍ଚ୍ଚାରେ ଆଇଏଏସ୍‌ ଅଫିସର ଟୀନା ଦାବିଙ୍କ ବିବାହ କାହାଣୀ

ତିନ୍‌ ତଲାକର କେସ୍‌ ଯେତେବେଳେ ସାରା ଭାରତରେ ଘନେଇଥିଲା ସେତେବେଳେ ଚର୍ଚ୍ଚାରେ ଆସିଥିଲେ ସିଭିଲ ସର୍ଭିସେସ୍‌ ଟªର୍‌ ଟୀନା ଦାବି । ୨୦୧୫ ବ୍ୟାଚର ଟୀନା ଆଇଏଏସ୍‌ ଅଥର ଖାନଙ୍କୁ ବିବାହ କରିଥିଲେ । ଯେତେବେଳେ ସାରା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ବଡ ବିକ୍ଷୋଭର ରୂପ ନେଇଥିଲା ସେତେବେଳେ ଟୀନା ଜାତି ପାତି ଭୁଲି ବିବାହ କରିଥିଲେ ଅଥରଙ୍କୁ । ତେବେ ବର୍ତ୍ତମାନ ତାଙ୍କର ପୁଣି ଆଉଥରେ ବିବାହ ହେବାକୁ ଯାଉଛି । ଏ ବିଷୟରେ ସେ ନିଜେ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି । ସେ ବର୍ତ୍ତମାନ ୨୦୧୩ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେ ଏବେ ବହୁତ ଖୁସିଥିବା କହିଛନ୍ତି ।ଏବଂ ନିକଟରେ ତାଙ୍କର ନିର୍ବନ୍ଧ ହୋଇଥିବା ନେ୍‌ଇ ସେ ସୂଚନା ଦେଇଛନ୍ତି । ତେବେ କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ବେଶିଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା । https://twitter.com/DrGauravGarg4/status/1508659867120136194

TinaDabi.
TinaDabi. @thetopmost-01

http://thetopmost.in/?p=928

http://thetopmost.in/?p=924

ତେବେ ଏ ସମ୍ପର୍କରେ ସେ କହିଛନ୍ତି ଯେ ବିବାହ ବା ପ୍ରେମର କୌଣସି ବୟସ ନଥାଏ । ପ୍ରେମ ଯେକୌଣସି ମୁହୂର୍ତ୍ତରେ ବି ହେଇପାରିବ । ମୁଁ ଏବେ ସବୁ ପୁରୁଣା କଥା ଭୁଲି ନୂଆ ଜୀବନ ଆଡକୁ ପାଦ ବଢାଉଛି ।

SHARE BY