ଚନ୍ଦ୍ରରେ ହୋଇଥିଲା କି ଭୂମିକମ୍ପ ? ଚନ୍ଦ୍ରକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଅଗଷ୍ଟ ୨୬ରେ ଚନ୍ଦ୍ରରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ । ଲ୍ୟାଣ୍ଡର ପେଲୋଡ୍ ଜରିଆରେ ସାମ୍ନାକୁ ଆସିଛି ଗ୍ରାଫ୍ । ଚନ୍ଦ୍ରରେ କମ୍ପନ ସୃଷ୍ଟି ହେବା ନେଇ ଗ୍ରାଫରେ ସଙ୍କେତ ମିଳିଛି । ଲୁନାର ସେସମିକ୍ ଆକ୍ଟିଭିଟି ବା ଆଇଏଲ୍ଏସ୍ଏ ଏ ନେଇ ସୂଚନା ଦେଇଛି । ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବିକ୍ରମ ଲ୍ୟାଣ୍ଡରରେ ଏପରି ଉପକରଣ ଲଗାଯାଇଛି । ଯାହାକି ଚନ୍ଦ୍ରରେ ହେଉଥିବା କମ୍ପନର ଗତିବିଧି ରେକର୍ଡ କରିବାରେ ସକ୍ଷମ । ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଆଇଏଲ୍ଏସ୍ଏ ସୂଚନା ଦେବା ପରେ ଇସ୍ରୋ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ