ମଧ୍ୟପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ସଂଖ୍ୟା ବଢିପାରେ । ଦମୋହ ଶିବନଗର ସ୍ଥିତି ନ୍ୟୁ ଲାଇଫ ମଲ୍ଟିସ୍ପେଶାଲିଷ୍ଟ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ଜଣାପଡିବା ପରେ ଅଗ୍ନିଶମବାହିନୀର ଗାଡି ଘଟଣାସ୍ଥଳରେ ନିଆଁ ଲିଭାଇବା କାମ ଜାରିରଖିଛନ୍ତି । ତେବେ ଏଥିରୁ ଅନେକ ଜଣଙ୍କୁ ଉଦ୍ଧାର କରାଯାଇଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ