The Topmost

“The eyes believe themselves, the ears believe other people.”

ଗ୍ରାହକଙ୍କୁ SBIର ଝଟକା

ବ୍ୟାଙ୍କ ଲୋନ ପାଇଁ ନିର୍ଦ୍ଧାରିତ ଦରରେ ପରିବର୍ତ୍ତନ ହୋଇପାରେ। SBI ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦିନିକିଆ ଏମସିଏଲଆ ଉପରେ 0.10%ରୁ ବୃଦ୍ଧି ପାଇ 7.60% କରାଯାଇଛି। ଫଳରେ ପର୍ସନାଲ ଲୋନରୁ ଆରମ୍ଭ କରି ହୋମ୍ ଲୋନ ଆଦି ମହଙ୍ଗା ହୋଇପାରେ। ଫଳରେ ବ୍ୟାଙ୍କରୁ ଋଣ ନେଲେ ପୂର୍ବ ଅପେକ୍ଷା ଅଧିକ ପରିମାଣର ସୁଧ ଦେବାକୁ ପଡ଼ିବ। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଥିବା ଜଣାପଡ଼ିଛି।