ବିମାନ ସେବା କ୍ଷେତ୍ରରେ ଆହୁରୀ ଶକ୍ତିଶାଳୀ ହେବ ଟାଟା । ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିବା ପରେ ଏବେ ଭିସ୍ତାରା ଏୟାର ଲାଇନ୍ସକୁ ମିଶାଇବା ପାଇଁ ଟାଟାର ଯୋଜନା । ୨୦୨୪ ମାର୍ଚ୍ଚ ଭିତରେ ଭିସ୍ତାରା ଏୟାର୍ ଲାଇନ୍ସ, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍ ପକ୍ଷରୁ ସୂଚନା । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍ ଲାଇନ୍ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି । ଭିସ୍ତାରା ଏୟାର ଇଣ୍ଡିଆ ସହ ମିଶିବା ପରେ ଏକ ବୃହତ୍ ଆଭିଏସନ୍ ଓ୍ୱିଙ୍ଗରେ ପରିଣତ ହେବ । ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ