ଗୁଜରାଟରେ ଅଦିନିଆ ବର୍ଷା ଲୋକଙ୍କୁ ଭୟଭୀତ କରିଛି । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ରବିବାର ସାରା ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଶୀତଦିନ ଆରମ୍ଭରୁ ପଶ୍ଚିମ –ଉପକୂଳ ରାଜ୍ୟ ଗୁଜୁରାଟରେ ହଠାତ୍ ମୌସୁମୀ ସକ୍ରିୟ ହେବା ପରିସ୍ଥିତି ଦେଖାଯାଇଥିଲା । ଫଳରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ