ନିର୍ବାଚନରେ ଷଡଯନ୍ତ୍ର ଅଭିଯୋଗରେ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା ଲାଗିଛି । ତେବେ ଗିରଫ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ୨ ଲକ୍ଷ ଡଲାର ବେଲ ବଣ୍ଡରେ ତାଙ୍କୁ ଛଡାଯାଇଛି । ୨୦୨୦ ଆମେରିକା ନିର୍ବାଚନ ଫଳାଫଳରେ ଡୋନାଲ୍ଡ ଟ୍ରମ୍ପ ହାରିବା ପରିସ୍ଥିତି ଆସିବାରୁ ହିଂସା ପାଇଁ ଉଷୁକାଇଥିଲେ । ତାଙ୍କର ସମର୍ଥକମାନେ ପୁଲିସ ସୁରକ୍ଷା ବଳ ଭାଙ୍ଗି ହ୍ୱାଇଟ ହାଉସ ଭିତରେ ପଶିବାକୁ ଉଦ୍ୟମ କରିଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ