ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର । ବଡ଼ ବଡ଼ ସେଲିବ୍ରିଟି, ରାଜନେତା, ସ୍ପୋର୍ଟ୍ସମ୍ୟାନ୍ଙ୍କ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ବ୍ଲୁ ଟିକ୍ । ଟ୍ୱିଟର ବସ୍ ଏଲନ୍ ମସ୍କଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଅଭିଯାନ। ଦେଶର ବଡ଼ ବଡ଼ ସେଲିବ୍ରିଟି, ରାଜନେତା, କ୍ରିକେଟରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ- ଟିକ୍ ହଟାଇ ଦେଇଛି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଅମିତାଭ ବଚ୍ଚନ, କିଙ୍ଗ ଖାନ ଶାହାରୁଖଙ୍କ ସମେତ ଭାଇଜାନ ସଲମାନ, ଆଲିଆ ଭଟ୍ଟଙ୍କ ଆକାଉଣ୍ଟରୁ ବି ହଟି ଯାଇଛି ବ୍ଲୁ ଟିକ୍।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର