କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶାରୁ ୮ ଜଣ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି– ବୀଣାପାଣି ସାଇକୃପା, ବିଜେତା ପାଢ଼ୀ, ଦିବ୍ୟଜ୍ୟୋତି ରାଉତ, ଅନ୍ନପୂର୍ଣ୍ଣା ମହାପାତ୍ର, ପ୍ରୀତମ ପ୍ରତ୍ୟୁଷ ବାରିକ, ପ୍ରଖର ଅଗ୍ରୱାଲ, ଖଗେଶ୍ବର ବିଶ୍ବାଳ ଓ ଶରତ ଗମାଙ୍ଗ । ପରେଡ୍ରେ ଭାଗନେଉଥିବାରୁ ଓଡ଼ିଶାର ଏହି ସ୍ବେଚ୍ଛାସେବୀମାନେ ଖୁସି ବ୍ୟକ୍ତ କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ