ଖୁବଶୀଘ୍ର ବସିପାରେ କେନ୍ଦ୍ର ବଜେଟ ଅଧିବେଶନ । ଫେବୃୟାରୀରେ ଉପସ୍ଥାପନା କରିବା ଯୋଜନା ଥିବା ସୂଚନା ମିଳିଛି । ବଜେଟ ଅଧିବେଶନଟି ଆସନ୍ତା ୩୧ ତାରିଖରେ ଆରମ୍ଭ ହୋଇପାରେ ଏବଂ ଏହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନା କରିବା ଯୋଜନା ଥିବାବେଳେ ଅଧିବେଶନର ପ୍ରଥମ ଦିନ ହିଁ ପାର୍ଲିଆମେଣ୍ଟରେ ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ଉପସ୍ଥାପନା କରାଯିବ । ଅଧିବେଶନର ଆରମ୍ଭରେ ରାଷ୍ଟ୍ରପତି ତାଙ୍କର ପ୍ରଥମ ଉଦବୋଧନ ଦେବେ । ତେବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୦ରେ ଶେଷ ହେବା ନେଇ ଯୋଜନା ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ