ନୂଆବର୍ଷରେ ଗ୍ରାହକଙ୍କୁ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ନୂଆବର୍ଷ ପାଇଁ କମ୍ପାନୀର କର୍ମଚାରୀଙ୍କ ଉପରେ ଚାପ ଅଧିକ ଥିବାରୁ, ଅଫିସିଆଲ୍ କାମରୁ ସମୟ କାଢି ନିଜେ ଖାଦ୍ୟ ଡେଲିଭରି କରିଛନ୍ତି ଦିପିନ୍ଦର । ଏହି ସମୟର ଏକ ଫଟୋ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ଜୋମାଟୋ ସିଇଓ । ଲେଖିଛନ୍ତି ଯେ ସେ କିଛି ଅର୍ଡର ଡେଲିଭରି କରିବାକୁ ଯାଉଛି, ପାଖାପାଖି ୧ ଘଣ୍ଟା ପରେ ସେ ଫେରିବେ । ଏହା ସହ ଟ୍ୱିଟରର ବାୟୋ ପରିବର୍ତ୍ତନ କରିବା ସହ ସେ ନିଜକୁ ଜୋମାଟୋର ଡେଲିଭରି ବୟ ବୋଲି କହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ