ଏଣିକି କ୍ୟୁଆର୍ କୋଡ୍ ରୋକିବ ଚୋରି । ଏଲ୍ପିଜି ସିଲିଣ୍ଡର୍ରୁ ଗ୍ୟାସ୍ ଚୋରି ରୋକିବା ପାଇଁ ଲାଗିବ କ୍ୟୁଆର୍ କୋଡ୍ । ଉପଭୋକ୍ତାମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ପୁରୀ । ପ୍ଲାଣ୍ଟ୍ରୁ ବାହାରୁଥିବା ସମସ୍ତ ଏଲ୍ପିଜି ସିଲିଣ୍ଡର୍ ଉପରେ କ୍ୟୁଆର୍ କୋଡ୍ ଲାଗିବ ବୋଲି ସେ କହିଛନ୍ତି । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ