The Topmost

“The eyes believe themselves, the ears believe other people.”

Local residents remove debris from a house of their neighbour damaged by a Russian military strike, amid Russia's attack on Ukraine, in the town of Hlevakha, outside Kyiv, Ukraine January 26, 2023. REUTERS/Valentyn Ogirenko

କ୍ଷେପଣାସ୍ତ୍ର ମାଡରେ ୧୧ ମୃତ

ୟୁକ୍ରେନ ଉପରେ ଋଷର କ୍ଷେପଣାସ୍ତ୍ର ମାଡ । ଏଥିରେ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଆଉ ୧୧ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ବିଭିନ୍ନ ସ୍ଥାନରେ ଏବେ ବିଜୁଳି ବିଭ୍ରାଟ ମଧ୍ୟ ଦେଖାଦେଇଛି । କିଭକୁ ଟ୍ୟାଙ୍କ୍ ଯୋଗାଇ ଦେବା ପାଇଁ ଆମେରିକା ଓ ଜର୍ମାନୀ ପ୍ରତିଶ୍ରୁତି ଦେବାର ଦିନକ ପରେ ରୁଷ୍ ପୁନର୍ବାର ଏହି ଆକ୍ରମଣ ଆରମ୍ଭ କରିଛି । ଏହାଛଡ଼ା, ୟୁକ୍ରେନୀୟ ସେନାକୁ ୪ଟି ଲେପର୍ଡ ଟ୍ୟାଙ୍କ୍ ଯୋଗାଇ ଦେବ ବୋଲି ମଧ୍ୟ କାନଡା ନିର୍ଭର ପ୍ରତିଶ୍ରୁତି ଦେଇଛି । ୟୁକ୍ରେନର ଜଣେ ଉଚ୍ଚସ୍ତରୀୟ ଜେନେରାଲ୍ କହିଛନ୍ତି ଯେ, ରୁଷ୍ ନିକ୍ଷେପ କରିଥିବା ୫୫ଟି କ୍ଷେପଣାସ୍ତ୍ରରୁ ୟୁକ୍ରେନୀୟ ବାୟୁସେନା ୪୭ଟିକୁ ଗୁଳି ମାରି ଖସାଇ ଦେଇଛି ।