ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ଚିଠିରେ ସେ ଲେଖିଛନ୍ତି କହିବା ବେଳେ ମୋ ପାଟିରୁ ଭୁଲବସତଃ ରାଷ୍ଟ୍ରପତ୍ନୀ ଶବ୍ଦ ବାହାରିଯାଇଥିଲା । ମୁଁ କ୍ଷମା ମାଗୁଛି, ଆପଣ ଗ୍ରହଣ କରିବା ପାଇଁ ଅନୁରୋଧ । କଂଗ୍ରେସର ପ୍ରତିବାଦ ବେଳେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ବଦଳରେ ରାଷ୍ଟ୍ରପତ୍ନୀ ଉଚ୍ଚାରଣ କରିଥିଲେ । ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଶାସକ ଦଳର ସାଂସଦ ଏହାକୁ ନେଇ ସଂସଦ ଓ ସଂସଦ ବାହାରେ ହାଙ୍ଗାମା କରିଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ