ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ଭାଇରାଲ ଘଟଣା । କ୍ଷମା ମାଗିଲା ୟୁଟ୍ୟୁବ ବ୍ଲଗର ୟୁନିଫାଏଡ ଅନିମେଶ । ଶ୍ରୀମନ୍ଦିରର ଡ୍ରୋନ ଭିଡିଓ କରିଥିଲା ଭାଇରାଲ । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଡ୍ରୋନ ଉଡାଇବା, ଭିଡିଓ ଉତ୍ତୋଳନ କରି ଓଡ଼ିଶା ପୋଲିସ ଲୋଗୋ ଲଗାଇବା, ଭିଡିଓ ବିକ୍ରି କରିବାକୁ ମୋଟା ଅଙ୍କର ଟଙ୍କା ମାଗିବା ଅଭିଯୋଗକୁ ମଧ୍ୟ ସୋ ସ୍ବୀକାର କରିଛି । ଅନିମେଶ କହିଛନ୍ତି, ଅନ୍ୟ ବ୍ଲଗର ଯେପରି ମନ୍ଦିର ଉପରେ ଡ୍ରୋନ ନଉଡାନ୍ତି ସେ ନେଇ ଓଡ଼ିଶା ପୋଲିସର ଲୋଗୋ ଲଗାଇଥିଲି । ଭିଡିଓ ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିବା ପଛରେ ତାଙ୍କର ଖରାପ ଉଦ୍ଦେଶ୍ୟ ନଥିବା ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଅନିମେଶ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା