କତାରରେ ଚାଲିଥିବା 6ଷ୍ଠ ଫିଫା ବିଶ୍ବକପ୍ ରେ ଫାଇନାଲରେ ଆର୍ଜେଣ୍ଟିନା । ୨୦୧୮ ବିଶ୍ୱକପର ରନର୍ସଅପ କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ୬ଷ୍ଠ ଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି। ବିଳମ୍ବିତ ରାତିରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ମେସିଙ୍କ ଜଲୱା ଦେଖିବାକୁ ମିଳିଛି । ସେ ଏହି ମ୍ୟାଚ୍ରେ ଗୋଟିଏ ଗୋଲ କରିଥିବା ବେଳେ ଆଉ ଗୋଟିଏରେ ସହଯୋଗ କରିଥିଲେ । ଆର୍ଜେଣ୍ଟିନାର ଅନ୍ୟତମ ଷ୍ଟାର ଖେଳାଳି ଜୁଲିଆନ ଆଲଭାରେଜ ଦୁଇଟି ଗୋଲ ସ୍କୋର କରିଛନ୍ତି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ