The Topmost

“The eyes believe themselves, the ears believe other people.”

କୋର୍ଟରେ ହାଜର ହେଲେ ଦୁଇ ଅଭିଯୁକ୍ତ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି । ହାଇକୋର୍ଟ ଗୋବିନ୍ଦ ସାହୁଙ୍କୁ ୧୫ ଦିନିଆ ଅନ୍ତରୀଣ ଜାମିନ ଆଦେଶ ପରେ ଆଜି କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି ଗୋବିନ୍ଦ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋବିନ୍ଦ ଏବଂ ତାର ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି ।