ବଢୁଛି ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜଙ୍କ ଅଡ଼ୁଆ। 200 କୋଟି ଠକେଇ ମାମଲାରେ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହେବେ ଜ୍ୟାକଲିନ୍। ପୂର୍ବରୁ ମଧ୍ୟ ପଟିଆଲା କୋର୍ଟରେ ଶୁଣାଣି ହୋଇଥିବାବେଳେ ରେଗୁଲାର ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା। ସେପଟେ ଜ୍ୟାକଲିନ ମଧ୍ୟ ତଦନ୍ତ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହଇରାଣ କରୁଥିବା ନେଇ କୋର୍ଟରେ ଅଭିଯୋଗ ଆଣିଥିଲା।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ