ଶ୍ରୀଲଙ୍କାର ହମ୍ବନ୍ଟୋଟା ବନ୍ଦରରେ ଲାଗିଥିବା ଚୀନ୍ର ‘ହାଇ-ଟେକ୍’ ରିସର୍ଚ ଜାହାଜ କୌଣସି ଦେଶର ନିରାପତ୍ତାକୁ ପ୍ରଭାବିତ କରିବନି । ତେଣୁ ଏହାକୁ ନେଇ କୌଣସି ‘ତୃତୀୟ ପକ୍ଷ’ ବାଧା ନ ଦେବା ଉଚିତ । ସୂଚନା ଅନୁସାରେ ସାମରିକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ ଶ୍ରୀଲଙ୍କା ବନ୍ଦରରେ ଉକ୍ତ ‘ଗୁପ୍ତଚର ଜାହାଜ’ ଲଙ୍ଗର୍ ପକାଇଥିବାରୁ ଭାରତ ଓ ଚୀନ୍ ବଡ଼ ଚିନ୍ତିତ ହୋଇପଡ଼ିଛନ୍ତି । ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ କହିଛନ୍ତି, ଶ୍ରୀଲଙ୍କାର ସକ୍ରିୟ ସହଯୋଗ ଯୋଗୁଁ ‘୫ମ ୟୁଆଙ୍ଗ୍ ୱାଙ୍ଗ୍’ ହମ୍ବନ୍ଟୋଟା ବନ୍ଦରରେ ସଫଳତାର ସହ ବନ୍ଧା ଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ