ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ମିଳିବ ୬ ମାସର ମ୍ୟାଟରନିଟି ବା ମାତୃତ୍ୱ ଛୁଟି । ଏଭଳି ବଡ଼ ଘୋଷଣା କରିଛି କେରଳ ବିଶ୍ୱବିଦ୍ୟାଳୟ । ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ୧୮ ବର୍ଷରୁ ଅଧିକ ଛାତ୍ରୀଙ୍କୁ ମାତୃତ୍ୱ ଲାଭ ପାଇଁ ଛୁଟି ମିଳିବ । ଏନେଇ କେରଳ ବିଶ୍ୱବିଦ୍ୟାଳୟ ଏକ ନିର୍ଦ୍ଦେଶାନାମା ଜାରି କରିଛି । ନିର୍ଦ୍ଦେଶାନାମା ଅନୁସାରେ, ଯେଉଁ ଛାତ୍ରୀମାନେ ଗ୍ରାଜୁଏସନ୍ ବା ପୋଷ୍ଟ ଗ୍ରାଜୁଏସନ୍ କରୁଛନ୍ତି ଓ ବିବାହ ପରେ ଗର୍ଭବତୀ ଅଛନ୍ତି, ସେମାନେ ଏହି ଛୁଟି ନେଇପାରିବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ