କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର । ସରକାରୀ କର୍ମଚାରୀଙ୍କୁ ମାଗଣାରେ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ ଓ ଲାପଟପ ଯୋଗାଇ ଦିଆଯିବ । ଏହାସହ କର୍ମଚାରୀମାନେ ଏହି ମୋବାଇଲ ଓ ଲାପଟପକୁ ୪ ବର୍ଷ ପରେ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞାପନ ମୁତାବକ ଯେଉଁ ଅଧିକାରୀମାନଙ୍କୁ ଏହି ସୁବିଧା ମିଳିବ ସେହି ଅଧିକାରୀମାନେ କାର୍ଯ୍ୟ ପାଇଁ ୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଲାପଟପ୍, ମୋବାଇଲ, ଟାବଲେଟ, ଫେବଲେଟ, ନୋଟବୁକ, ନୋଟପ୍ୟାଡ, ଅଲଟ୍ରା ବୁକ୍, ନେଟ-ବୁକ ଓ ଅନ୍ୟ ଉପକରଣ ନେଇ ପାରିବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ