December 22, 2025

Screenshot

କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ

*କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା ସ୍ଥଗିତ*

୨୦୨୫ ମସିହାର ସାହିତ୍ୟ ଏକାଡେମୀ ପୁରସ୍କାରର ତାଲିକା ଘୋଷଣା କରିବା ପାଇଁ ଆଜି, ଅର୍ଥାତ୍ ଡିସେମ୍ବର ୧୮ ତାରିଖ ଅପରାହ୍ଣ ୩ଟା ବେଳେ ଏକାଡେମୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। କିନ୍ତୁ କୌଣସି କାରଣ ନ ଦର୍ଶାଇ ଏହାକୁ ଅଚାନକ ସ୍ଥଗିତ କରିଦିଆଯାଇଛି। ପୁରସ୍କାର ଘୋଷଣାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯିବା ଏକାଡେମୀ ଇତିହାସରେ ଏହା ସର୍ବପ୍ରଥମ।

Screenshot
SHARE BY