- () କାଶ୍ମୀରରେ ଏବେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହାକୁନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିକ୍ଷୋଭ ସ୍ଥଳରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଘାଟିରେ ଯେଉଁଭଳି ଭାବେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି ତାହା ଅମାନବୀୟ । ହେଲେ ସରକାର ଏହି ସମୟରେ ବୈଠକ ପରେ ବୈଠକ କରିବା ପରିବର୍ତ୍ତେ ଆକ୍ସନ ମୋଡକୁ ଆସିବା ଆବଶ୍ୟକ । ଏହାସହ କାଶ୍ମୀର ପଣ୍ଡିତଙ୍କ ଦାବି ପୂରଣ କରିବା ସହ ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି କେଜ୍ରିୱାଲ ।https://thetopmost.in/scientists-report-on-stars-life-circle-secret/
- https://thetopmost.in/a-warm-and-positive-meeting-can-change-your-health/
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ