ଆଇପିଏଲର ୧୬ତମ ସଂସ୍କରଣ ପାଇଁ କୋଚିରେ କାଲି ହେବ ନିଲାମୀ । ସମସ୍ତ ୧୦ଟି ଯାକ ଫ୍ରାଂଚାଇଜି ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ । ନିଲାମରେ ସବୁ ଟିମ୍ ମୋଟ ୮୭ ଜଣ ଖେଳାଳିଙ୍କୁ କିଣିପାରିବେ । ଆଫଗାନିସ୍ତାନର ଆଲ୍ଲା ମହମ୍ମଦ ଗଜନଫର ସବୁଠାରୁ କନିଷ୍ଠ କ୍ରିକେଟର ଭାବେ ନିଲାମରେ ସାମିଲ ହେବେ । ସେହିପରି ୪୦ ବର୍ଷୀୟ ଅମିତ୍ ମିଶ୍ରା ସବୁଠାରୁ ବୟୋଜ୍ୟେଷ୍ଠ କ୍ରିକେଟର୍ ଭାବେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ