The Topmost

“The eyes believe themselves, the ears believe other people.”

କାର୍ ଭିତରେ ବାନ୍ଧବୀଙ୍କୁ ୫ ନାବାଳକଙ୍କ ଗଣଦୁଷ୍କର୍ମ

  1. () ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ହାଇଦ୍ରାବାଦରେ ହଇଚଇ । ବାନ୍ଧବୀଙ୍କୁ ୫ଜଣ ପୁରୁଷ ବନ୍ଧୁ କରିଛନ୍ତି ଗଣଦୁର୍ଷ୍କମ । ଘଟଣା ମେ ୨୮ ତାରିଖର । ନାବାଳିକା ଜଣଙ୍କ ଏକ ହାଇପ୍ରୋଫାଇଲ ପାର୍ଟିରୁ ଫେରୁଥିବା ସମୟରେ ଗଣଦୁର୍ଷ୍କମର ଶିକାର ହୋଇଥିବା ଜଣାପଡିଛି । ବାନ୍ଧବୀଙ୍କୁ ଘରେ ଛାଡିବାକୁ କହି ୫ ଅଭିଯୁକ୍ତ ତାଙ୍କୁ ମରସିର୍ଡିଜ କାରରେ ଲିଫ୍ଟ ଦେଇଥିଲେ, ହେଲେ ମଝି ରାସ୍ତାରେ ସେମାନେ ନାବାଳିକାଙ୍କ ସହ ଦୁର୍ଷ୍କମ କରିଥିଲେ । ପୁଲିସର ସୂଚନା ମୁତାବକ ସମସ୍ତ ଅଭିଯୁକ୍ତ ନାବାଳକ ଓ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବିଧାୟକଙ୍କ ପୁଅ ରହିଛି । ଏଥିସହ ଆଉ ୨ ଅଭିଯୁକ୍ତଙ୍କ କନେକ୍ସନ ପାୱାରଫୁଲ ରାଜନେତାଙ୍କ ସହ ଥିବା କହିଛି ପୁଲିସ । ଜୁନ ୧ରେ ପୀଡିତାଙ୍କ ପରିବାର ଏତଲା ଦେବା ପରେ ପୋଲିସ ଆଇପିସି ଧାରା ୩୫୪ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ସେପଟେ ଘଟଣା ଦିନର କିଛି ସିସିଟିଭି ଫୁଟେଜ ଆଧାରାର ଛାନଭିନ ଜୋରଦାର କରାଯାଇଛି ।https://thetopmost.in/reduce-meat-use-can-decrease-weather-problem/
  2. https://thetopmost.in/director-omm-rawat-add-actress-sonal-in-film-aadi-purush/