The Topmost

“The eyes believe themselves, the ears believe other people.”

କାର୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

  1. ବୈରୀ ପୋଲିସ ଦ୍ବାରା କାର୍ ସହ ଜଣେ ଗିରଫ
    () ବୈରୀ ପୋଲିସ ଦ୍ବାରା କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ ପାଖରେ ଏକ କାରରୁ ଏହି ଗଞ୍ଜେଇ ଜବତ ହୋଇଛି । ତେବେ ଉକ୍ତ ଗଞ୍ଜେଇର ଆନୁମାନିକ ପରିମାଣ ୧ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । କାର୍ ଭିତରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଜଣକୁ ପୋଲିସ ଗିରଫ କରିଛି । ଘଟଣା ସ୍ଥଳରେ ବୈରୀ ପୋଲିସ, ଯାଜପୁର ଏସଡିପିଓ, ଦର୍ପଣ ଅତିରିକ୍ତ ତହସିଲଦାର ଅଧିକ ତଦନ୍ତ ଜାରି ରଖିଛନ୍ତି ।https://thetopmost.in/second-innings-for-kishwer-merchant-and-suyyash-rai/
  2. https://thetopmost.in/most-richest-beggar-in-the-world/
  3. https://thetopmost.in/tag/a-random-guy-kissed-deepika-at-channes/