କାନାଡା ବ୍ରିଟିଶ୍ କଲମ୍ବିଆରେ ଫାୟାରିଂ । ଏଥିରେ ୨ ପ୍ରବାସୀ ଭାରତୀୟଙ୍କ ସହ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ ଘରଦ୍ବାର ବିହିନୀ ଥିଲେ ବୋଲି କୁହାଯାଉଛି । ପୋଲିସ ସେହି ଅଞ୍ଚଳକୁ ଜଗି ରହିଥିବାବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛି । ତେବେ କେଉଁ କାରଣ ପାଇଁ ଏହି ଫାଇରିଂ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ଜଣଙ୍କୁ ଅଟକ ରଖାଯାଇଛି । ୧୦ ଦିନ ତଳେ ମଧ୍ୟ କାନାଡାରେ ରିପୁଦମନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ପୋଲିସ ଆଲର୍ଟ ଜାରି କରି ଲୋକଙ୍କୁ ଆକ୍ରମଣସ୍ଥଳକୁ ଯିବାକୁ ବାରଣ କରିଛି । ସହରର ଜନବହୁଳ ଅଞ୍ଚଳ ଦେଇ ଯାଇଥିବା କିଛି ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହାସହ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ