ପୁଣି ବ୍ୟାନ୍ ହେଲା ଚାଇନା ଆପ୍ ଟିକ୍ ଟକ୍ । ଆମେରିକା, ବ୍ରଟେନ୍ ଓ ଭାରତ ପରେ କାନାଡା ଏହି ସର୍ଟ-ଫର୍ମ ଭିଡିଓ ଚାଇନା ଆପ୍ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ ସୋମବାର କାନାଡା ସରକାର ପକ୍ଷରୁ ଘୋଷଣା କରାଯାଇଛି । ସରକାରୀ ଦ୍ୱାରା ଜାରି କରାଯାଇଥିବା ଉପକରଣ ଉପରେ କାନାଡା ଏହି ପ୍ରତିବନ୍ଧକ ଲଗାଇଛି । କାନାଡା କହିଛି ଯେ ଏହି ଆପ୍ ଗ୍ରହଣୀୟ ନୁହେଁ । ଏହା ଗୋପନୀୟତା ଏବଂ ସୁରକ୍ଷା ପାଇଁ ବିପଦ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ