() ଗଞ୍ଜେଇ ଚୋରା ଚାଲାଣ ବେଳେ କନ୍ଧମାଳ ପୋଲିସର ଚଢାଉ । ତେବେ ଏହି ଚଢାଉରୁ ୨୦୩ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନ୍ସୁଗାର ଜବତ ସହ ୨ଜଣ ଗିରଫ ହୋଇଛନ୍ତି । ଗିରଫ ଦୁଇ ଜଣ ଉତ୍ତରପ୍ରଦେଶର ସାରୁଖ ଖାନ୍ ଓ ଅଜୟ କୁମାର ପାଲ୍ ହୋଇଥିବା ସୂଚନା । ଉଭୟଙ୍କ ନାଁର ଦାରିଙ୍ଗବାଡି ଥାନାରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି । ୫୯ ନମ୍ବର ଜାତୀୟ ରାଜପଥ ଶ୍ରୀନିକେତା ଗାଁ ଆମ୍ବ ଖାଲିଆ ଘାଟିରେ ଏକ ବାର ଚକିଆ ଟ୍ରକକୁ ଅଟକ ରଖିଥିଲା ପୋଲିସ । ଗାଡିକୁ ଯାଞ୍ଚ କରିବାବେଳେ କ୍ୟାବିନ୍ ଭିତରୁ ଚାରୋଟି ବ୍ୟାଗରୁ ଉକ୍ତ ବ୍ରାଉନସୁଗର ଜବତ କରିଥିଲା ପୋଲିସ ।https://thetopmost.in/different-rule-for-wedding-guest/
https://thetopmost.in/a-subh-muhurat-in-this-akhaya-trutiya/
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା