କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ । ବିଭିନ୍ନ କାଉନସିଲ ସହ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆର ସ୍ବତନ୍ତ୍ର ଆଲୋଚନା ରହିଛି । ଡ୍ରୋନ୍ ନିର୍ମାଣର ଆଧୁନିକ ଜ୍ଞାନ କୌଶଳ ଓ ଡ୍ରୋନ୍ କେମିତି ଲୋକଙ୍କୁ ସୁବିଧା ଯୋଗାଇବ ଏନେଇ ସ୍ବତନ୍ତ୍ର ସେସନ୍ ରହିଛି । ଡ୍ରୋନ୍ କେମିତି ଅଧିକ ଉପରକୁ ଯିବା ସହ କେତେ କିଲୋମିଟର ଯାଏ ଯାଇପାରୁଛି, ସେ ସଂପର୍କରେ ସ୍ବତନ୍ତ୍ର ଆଲୋଚନା କରିବେ ବରିଷ୍ଠ ବିଶେଷଜ୍ଞ । ଏହାସହିତ ସର୍ବଭାରତୀୟ ସ୍ତରର ଦକ୍ଷତା ବିକାଶ ପରିଷଦ ସହିତ ରାଜ୍ୟ ସରକାରଙ୍କର ବିଶେଷ ଆଲୋଚନା ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍