ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ତେବେ ଦେଶର ସବୁଠୁ ଅଧିକ ପୁଞ୍ଜି ଆମ ରାଜ୍ୟକୁ କେମିତି ଆସିଲା ? ବିରୋଧି କେବଳ ହୀନ ରାଜନୈତିକ ସଂକୀର୍ଣ୍ଣତାର ଗଣ୍ଢିରେ ବଞ୍ଚୁଛନ୍ତି । ଆଇନ ଶୃଙ୍ଖଳା ଓଡ଼ିଶାରେ ବିଗିଡି ଯାଇଛି କହିବାର ଅର୍ଥ, ଶାନ୍ତି ପ୍ରିୟ ଓଡ଼ିଆଙ୍କୁ ଅପମାନ ଓ ଅସମ୍ମାନ । ଏହାକୁ ବିରୋଧି ଦଳ ଓ ବିରୋଧି ଦଳର ନେତା ଭୁଲି ଯାଆନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ ନବୀନ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି