ବନ୍ଦ ହେବ କି ଏସିଆ କପ । ଏସିଆ କପ୍ ପୂର୍ବରୁ କରୋନା ଭୟ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ୪ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ । ଶ୍ରୀଲଙ୍କାର ୪ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଶ୍ରୀଲଙ୍କାର ଦ୍ରୁତ ବୋଲର ଚାମିରା, ସ୍ପିନର ହସରଙ୍ଗାଙ୍କ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହସରଙ୍ଗା ପ୍ରଥମ ଦୁଇଟି ମ୍ୟାଚ ଖେଳିପାରିବେ ନାହିଁ । ଯାହାକି ଦଳର ଚିନ୍ତାର ବିଷୟ ପାଲଟିଛି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ