ଆଗାମୀ ଏସିଆନ୍ ଗେମ୍ସରେ ଭାଗ ନେଇପାରିବେନି ଅଲମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ଏସିଆନ୍ ଗେମ୍ସରୁ ବାଦ୍ ପଡିଲେ ଅଲମ୍ପିକ ରୌପ୍ୟପଦକ ବିଜେତା ରବି ଦହିୟା । ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଆୟୋଜିତ ୫୭ କେଜି ବର୍ଗର ଟ୍ରାଏଲ୍ସରେ ରବି ଦହିୟା ପରାଜିତ ହେବା ସହିତ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି । ମହାରାଷ୍ଟ୍ରର ଖେଳାଳି ଅତିଶ ତୋଡକର ତାଙ୍କୁ ୨୦-୮ରେ ହରାଇ ଦେଇଛନ୍ତି । ଏଥିସହିତ ଆଗାମୀ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି ଏହି ଅଲମ୍ପିକ ରୌପ୍ୟ ପଦକ ବିଜେତା । ରବି ଦହିୟା ଏବଂ ଅତିଶଙ୍କ ଭିତରେ ରବିବାର ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ହେଲେ ଶେଷରେ କିନ୍ତୁ ଅତିଶ ତୋଡକର, ଦହିୟାଙ୍କୁ ପରାଜିତ କରିଦେଇଥିଲେ ।
More Stories
ଭାରତୀୟ ଟପ୍ 5 କ୍ରିକେଟର୍
କେତେ ଟଙ୍କାରେ ମିଳିବ କ୍ରିକେଟ୍ ଟିକେଟ୍
ମ୍ୟାଚ୍ ଜିତିଲେ କେତେ ଟଙ୍କା ପାଆନ୍ତି ଖେଳାଳୀ