ଦିନକୁ ଦିନ ବଢିବାରେ ଲାଗିଛି ଧଳାଜହର କାରବାର । ଏହାରିଭିତରେ ଖୋର୍ଦ୍ଧାରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍ର ବ୍ରାଉନ୍ସୁଗର ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍ । ଗିରଫ ୪ ଅଭିଯୁକ୍ତ କୋଚିଳାବଣର ରାକେଶ କୁମାର ବାରିକ ଓ ବିରଞ୍ଚିନାରାୟଣ ସାହୁ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ସାମନ୍ତରାପୁରର ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ ବୋଲି ଜଣାପଡିଛି । NDPS ଦ୍ବାରା ମାମଲା ରୁଜୁ ହୋଇ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି