ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି । ସିସିଟିଭି ଫୁଟେଜ ଲିକ ହୋଇବାକୁ ନେଇ ସୁକେଶ ଚନ୍ଦ୍ରଶେଖର ଏଲ୍ଜିଙ୍କ ନିକଟରେ ଅଭିଯୋଗ କରିଛି ଓ ଏ ସମ୍ପର୍କରେ ସେ ତଦନ୍ତ ଦାବି କରିଛି । ଜେଲର ସିସିଟିଭି ଫୁଟେଜ ଲିକ ହେବା ସୁରକ୍ଷାରେ ବଡ଼ ତ୍ରୁଟି ସୁକେଶ ଚନ୍ଦ୍ରଶେଖର ଏଲଜିଙ୍କୁ ଲେଖିଥିବା ଚିଠିରେ କହିଛି । ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଦୀପକ ଶର୍ମା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଜୟ ସିଂହ ଜେଲ୍ର ସିସିଟିଭି ଫୁଟେଜ ଲିକ୍ କରିଥିବା ନେଇ ମହାଠକ ସୁକେଶ ଅଭିଯୋଗ କରିଛି । ଏଥିସହ ଦୀପକ ଶର୍ମା ଏବଂ ଜୟ ସିଂଙ୍କ ବିରୋଧରେ ଧମକ ଓ ମାନସିକ ନିର୍ଯାତନା ଦେଉଥିବା ଚିଠି ଜରିଆରେ ଅଭିଯୋଗ କରିଛି ସୁକେଶ । ଇଓଡବ୍ଲୁ ସାମ୍ନାରେ ଦେଇଥିବା ବୟାନକୁ ପ୍ରତ୍ୟାହାର କରିବାକୁ ଜୟ ସିଂହ ଓ ଦୀପକ ଶର୍ମା ତାକୁ ଧମକ ଦେଇଥିବା ସୁକେଶ କହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍