ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ଝଟକା । ଏକନାଥଙ୍କ କ୍ୟାମ୍ପରେ ସାମିଲ ହେଲେ ସାଂସଦ ଗଜାନନ କୀର୍ତ୍ତିକାର । ସିନ୍ଦେ ନେତୃତ୍ବାଧୀନ ବାଲାସାହେବ ଶିବସେନା ଦଳରେ ସାମିଲ ହେବାରେ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଏମପି ଗଜାନନ ହେଉଛନ୍ତି ତ୍ରୟୋଦଶ ସାଂସଦ । ଶିବସେନାର ମୋଟ ୧୮ ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୩ ଜଣ ସାଂସଦ ସିନ୍ଦେ ଶିବିରରେ ସାମିଲ ହେଲେଣି । ତେବେ ଶିବସେନାର ମୋଟ ୫୬ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ଗୋଷ୍ଠୀରେ ରହିଛନ୍ତି ୪୦ ବିଧାୟକ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ