ୟୁକ୍ରେନର ବାଖମୁତ ସହର ଉପରେ ଋଷର କବଜା । ଲଗାତାର ୟୁକ୍ରେନ ସେନାଠାରୁ ହାର ମାନୁଥିବା ବେଳେ ବାଖମୁତ ସହରରେ ଘମାଘୋଟ ସଂଘର୍ଷ ପରେ ଋଷ ସେନା ଏହି ସହରକୁ ନିଜ ଅଧୀନକୁ ନେଇଛି ବୋଲି ଦାବି କରିଛି । ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବାଖମୁତରେ ଋଷ ସେନା ବିଜୟ ସେଲିବ୍ରେସନ କରିବା ସହ ପତାକା ଓ ବ୍ୟାନର ଧରିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବିଜୟ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନାକୁ ଶୁଭେଚ୍ଛା ଜଣାଇଥିବା ବେଳେ ୟୁକ୍ରେନ ମିଲିଟାରୀ ମୁଖପାତ୍ର ଏହାକୁ ଖଣ୍ଡନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ
ପହଲଗାମ ଗୁମର ଖୋଲି ଭୁଲ ମାଗିଲେ ସରକାର
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି