ଦିଲ୍ଲୀ ଦଙ୍ଗା ମାମଲାରେ ଦୀର୍ଘଦିନ ହେବ ଜେଲରେ ଥିବା ଜେଏନୟୁର ଛାତ୍ରନେତା ଉମର ଖଲିଦ ଓ ଖଲିଦ ସୈଫଙ୍କୁ ଦିଲ୍ଲୀର କଡକଡଡୁମା କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଖାଲି ଜାମିନ ଦେଇ ନାହାଁନ୍ତି ବରଂ ତାଙ୍କୁ ଦିଲ୍ଲୀ ଦଙ୍ଗା ସହିତ ଜଡିତ ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ୨୦୨୦ ଫେବୃଆରୀ ମାସରେ ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳରେ ହୋଇଥିବା ପଥରମାଡ ମାମଲାରେ ପୂର୍ବରୁ ଉମରକୁ ଜାମିନ ମିଳିସାରିଥିଲା । ହେଲେ ଅନ୍ୟଏକ ମାମଲାରେ ସେ ଜେଲରେ ବନ୍ଦ ଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ