ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବା କଥାକୁ ଆସ୍ବିକାର କଲା ଉତ୍ତରକୋରିଆ । ପୂର୍ବରୁ କିଛି ଗଣମାଧ୍ୟମରେ ଏଙି ଖବର ପ୍ରସାରଣ କରାଯାଉଥିଲା । ଯାହାକୁ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟ ଅସ୍ବୀକାର କରି କହିଥିବା କଥା ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏଏନ୍’ ଆଜି ରିପୋର୍ଟ କରିଛି । ‘କେସିଏନ୍ଏ’ ପ୍ରକାଶ କରିଥିବା ଉତ୍ତର କୋରିଆର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରଙ୍କ ବିବୃତିରେ ଉଲ୍ଲେଖ ଅଛି, ‘ଡିପିଆର୍କେ’ ରୁଷ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛି ବୋଲି ଜାପାନୀ ଗଣମାଧ୍ୟମ କରିଥିବା ମିଥ୍ୟା ରିପୋର୍ଟ ଅତ୍ୟନ୍ତ ଅବାନ୍ତର ଓ ଗୁଜବ । ତାହା କୌଣସି ବିବୃତି ଅଥବ ବ୍ୟାଖ୍ୟା ଯୋଗ୍ୟ ନୁହେଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ