- () ଆମେରିକାର ଧମକକୁ ଖାତିର କରୁନାହାନ୍ତି ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ । ଉତ୍ତର କୋରିଆ ଉପରେ ଆମେରିକା ମିସାଇଲ୍ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା । ହେଲେ ପୁଣିଥରେ ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି ଉତ୍ତର କୋରିଆ । ଆମେରିକାର ଜଣେ ବରିଷ୍ଠ ଦୂତ ଦକ୍ଷିଣ କୋରିଆର ସିଓଲ ଛାଡିବାର ଗୋଟିଏ ଦିନ ପରେ ଏହି ପରୀକ୍ଷଣ କରାଯାଇଛି । ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଏନେଇ କହିଛନ୍ତି ଯେ ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡିକ ଲଞ୍ଚ କରାଯାଇଛି ।
- https://thetopmost.in/odishas-famous-tribal-art-saree
- https://thetopmost.in/%e0%ac%ae%e0%ac%b9%e0%ac%bf%e0%ac%b3%e0%ac%be-%e0%ac%aa%e0%ad%8d%e0%ac%b0%e0%ac%a7%e0%ac%be%e0%ac%a8-%e0%ac%ab%e0%ac%bf%e0%ac%b2%e0%ad%8d%e0%ac%ae%e0%ac%b0%e0%ad%87-%e0%ac%b0%e0%ac%be%e0%ac%a7/
- https://thetopmost.in/shibaji-maharajas-guru-bhakti/
“The eyes believe themselves, the ears believe other people.”
More Stories
ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର
ତୁରନ୍ତ ନିୟନ୍ତ୍ରଣରେ ଆସିବ ରକ୍ତଚାପ
୪୩ ବର୍ଷରେ ୫୩ ଥର ବିବାହ