ଇରାନରେ ଥମୁନି ହିଜାବକୁ ନେଇ ବିବାଦ । ବିକ୍ଷୋଭକାରୀଙ୍କୁ ଆୟତ୍ତ କରିବା ପାଇଁ ପୋଲିସ ଲାଠି ମାଡ ସହ ଗୁଳି ଚଳାଇଥିବା ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ଦୁଃଖଦ ଖବର ହେଉଛି ଇରାନ ସରକାର ନିଜ ଜିଦ୍ ଆଗରେ କାହା କଥା ଶୁଣିବାକୁ ନାରାଜ । ଏହି ଘଟଣାରେ ଜଣେ ସେଲିବ୍ରିଟି ସେଫ୍ ମର୍ଶଦ ଶାହିଦୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ । ଆଉ ଗୋଟିଏ ଦିନ ପରେ ମର୍ଶଦ ସାହିଦୀଙ୍କର ୨୦ ଜନ୍ମଦିନ ପାଳନ କରାଯାଇଥାନ୍ତା । ଏହି ଘଟଣା ଇରାନରେ ଆଶାନ୍ତିକୁ ଆହୁରି ବଢ଼ାଇ ଦେଇଛି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ