() ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୃହଯୁଦ୍ଧ ନେଇ ଆଶଙ୍କା ପ୍ରକଟ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ନୂତନ ନିର୍ବାଚନ ଘୋଷଣା ନକଲେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିବ । ଯାହାକୁ ନେଇ ସେ ଚେତାବନୀ ଦେଇଛନ୍ତି । ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ୍ ଏପରି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଦଳ ପକ୍ଷରୁ ହୋଇଥିବା ଆବେଦନରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସେ ଅପେକ୍ଷା କରିଛନ୍ତି । ନିର୍ବାଚନ ଦାବି କରିବାକୁ ସେ ଖୁବ୍ ଶୀଘ୍ର ଆଉ ଏକ ପଦଯାତ୍ରା ଘୋଷଣା କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଦେଖିବୁ ଆଇନଗତ ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ସେମାନେ ଆମକୁ ନିର୍ବାଚନ କରିବାକୁ ଅନୁମତି ଦେବେ କି ନାହିଁ । ନଚେତ୍ ଦେଶରେ ଗୃହଯୁଦ୍ଧ ହେବ ।https://thetopmost.in/a-feature-about-life-story-of-actress-sayani-gupta/
https://thetopmost.in/raaj-yog-in-a-humans-astrological-zodiac-sign/
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ