କୌଣସି ସମୟରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନା ଦୁର୍ନୀତି ମାମଲାରେ ଇସଲାମବାଦ କୋର୍ଟ ଇମ୍ରାନଙ୍କ ନାଁରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ମଙ୍ଗଳବାର ୪ଟି ମାମଲାରେ ଏକାସହ ଶୁଣାଣି କରିଥିଲେ କୋର୍ଟ । ଅନ୍ୟ ୩ଟି ମାମଲାରେ ଇମ୍ରାନଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ତୋଷଖାନା ମାମଲାରେ ବଢିଛି ତାଙ୍କ ପାଇଁ ସମସ୍ୟା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ