() ଇଟାଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆଜି ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ଭାଟିକାନରେ ପୋପଙ୍କୁ ଭେଟିବା ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପରିଚାଳନା ନିର୍ଦ୍ଦେଶକ ଡେଭିଡ ବେସଲିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ । ରୋମରେ ମୁଖ୍ୟମନ୍ତ୍ରୀ ଓଡିଶାର ବିପର୍ଯ୍ୟୟ ପରିଚାଳନା ସାଙ୍ଗକୁ କିଭଳି ଓଡିଶାର ଖାଦ୍ୟ ସୁରକ୍ଷା ପାଇଁ ଆନ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରିଛି ସେନେଇ ଆଲୋକପାତ କରିବେ । ଏହାସହ ୟୁରୋପୀୟ ଦେଶରେ ଥିବା ପ୍ରବାସୀ ଓଡିଆଙ୍କୁ ଭେଟି ରାଜ୍ୟର କଳା ସଂସ୍କୃତିର ପ୍ରଚାର ପ୍ରାସର ଦିଗରେ ସହଯୋଗ ଲୋଡିବେ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଅଡୁଆରେ ସୁଲତା