ଆଜିଠାରୁ ଶେଷ ହେଉଛି ଆର୍ଥିକ ବର୍ଷ । ଆସନ୍ତାକାଲି ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଏଥି ସହ ବଦଳିଯିବ କିଛି ନିୟମ । ବିଶେଷ କରି ବଜେଟରେ ଘୋଷଣା ହୋଇଥିବା ଟିକସ ସମ୍ପର୍କିତ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସେହିପରି ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ସୁନା ଗହଣା ଦାମ ବଢିବା ଆଶଙ୍କା କରାଯାଉଛି । ଏହାସହ ମହଙ୍ଗା ହେବ ବିଭିନ୍ନ କମ୍ପାନିର କାର । ଟିକସଦାତାଙ୍କୁ ମିଳିବ ରିହାତି ।ଏବଂ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବଢ଼ିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍